ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଚାଲନ୍ତୁ ଆଜିର ବିଷୟ ବସ୍ତୁ ଆଲୋଚନା କରିବା, ଝିଅମାନକର ପ୍ରକୃତିକୁ ଜାଣିବା ଦୁନିଆର ସବୁଠୁ କଷ୍ଟ କାମ ଅଟେ, କିନ୍ତୁ ପୁରାଣ ଶାସ୍ତ୍ର ରେ କିଛି ନିୟମ ଏବଂ ସୂଚନା ରହିଛି ଯାହାକୁ ପଢିଲେ ଆମେ ଜାଣି ପାରିବ କି କେଉଁ ଝିଅ ଭଲ ଆଉ କିଏ ଖରାପ |
ସାଧାରଣତଃ ଝିଅ ମାନଙ୍କର ନାମ ର ରେ ଆରମ୍ଭ ହେଇ ଥିଲେ ଭଲ ଝିଅ ହୋଇଥାନ୍ତି, ଯଦି ଆପଣ ତାଙ୍କୁ ବିବାହ କରୁଛନ୍ତି ତାହେଲେ ଆପଣଙ୍କ ଘରେ ସୁଖ ଶାନ୍ତି ଭରି ଯିବ |
ଜେ ଅକ୍ଷରରେ ଆରମ୍ଭ ନାମର ଝିଅମାନେ ଟିକେ ରାଗି ହୋଇ ଥାନ୍ତି କିନ୍ତୁ ବିବାହ ପରେ ଆପଣଙ୍କୁ ଶାରୀରିକ ସୁଖ ମିଳିବ ସହ, ରୋମାଣ୍ଟିକ ଧରଣର ସ୍ତ୍ରୀଟିଏ ମିଳିବ |
ବି ରେ ଆରମ୍ଭ ନାମର ଝିଅମାନେ ସରଳ ବିଶ୍ୱାସୀ ହୋଇଥାନ୍ତି ତାଙ୍କୁ ବିବାହ କଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରି ଯିବ |
କେ ରେ ଆରମ୍ଭ ନାମର ବହୁତ ମାଧୁର୍ଯ୍ୟ ରହିଛି ସେହି ଝିଅମାନେ ମଧୁର ଶୋଭାବର ହୋଇଥାନ୍ତି, କଥାରେ ଆପଣଙ୍କ ମନ କିଣି ନେବା |
ଏସ ଅକ୍ଷରରେ ଆରମ୍ଭ ନାମର ଝିଅମାନେ ଟିକେ ଦୁଷ୍ଟ ହୋଇ ଥାନ୍ତି କିନ୍ତୁ ବିବାହ ପରେ ଆପଣଙ୍କ ଘରକୁ ସ୍ୱର୍ଗ ବନେଇ ଦେବେ, ଠାରେ ସେମାନଙ୍କୁ ବିସ୍ଵାଶ କରିକି ଦେଖନ୍ତୁ |
ପି ରେ ଆରମ୍ଭ ନାମର ଝିଅମାନେ ପାରିବାରିକ ଶୋଭାବର ହୋଇଥାନ୍ତି, ନିଜ ପରିବାରକୁ ଅଧିକ ଭଲ ପାଇବା ଦେବା ସହ ଆପଣଙ୍କ ଜୀବନରେ ସୁଖ ଭରି ଦେବେ |
ଝିଅ ମାନଙ୍କ ସହ ଯଦି ଆପଣ ଭଲରେ ବ୍ୟବହାର କରିବେ ଦେଖିବେ ସେମାନେ ଆପଣଙ୍କୁ ସବୁ ସୁଖ ଦେଇ ଦେବେ |
ଝିଅ ମନେଯେ କେବଳ ଶାରୀରିକ ସୁଖ ଦେବା ପାଇଁ ଅଛନ୍ତି ତାହା ନିଁହେଁ, ସେମାନେ ବି ମଣିଷ ସେମାନଙ୍କର ବି ଇଛା ଅଛି ଠାରେ ନିଜର ଭାବିକି ଦେଖନ୍ତୁ ଆପଣଙ୍କ ଜୀବନ ସୁଖ ମୟ ହୋଇଯିବ |
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।