ଜୀବନ ହୋଇଯିବ ଧନ ରେ ପରିପୂର୍ଣ୍ଣ କରନ୍ତୁ ଏହି ସବୁ କାମ। ଏହି ଦୁନିଆରେ ସମସ୍ତଙ୍କ ର ଆଶା ଅଛି ଧନବାନ ହେବାପାଇଁ କିନ୍ତୁ ଧନୀ ହେବା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଏହା ମନୁଷ୍ୟ ର କର୍ମ ଓ ଭାଗ୍ୟ ଉପରେ ନିର୍ଭର କରିଥାଏ । ଆପଣ ବେଳେବେଳେ କଳ୍ପନା କରୁ ନଥିବେ ହେଲେ ଆପଣ ଦେଖିବେ ଯେ ଘରେ ଯେତେ ରୋଜଗାର କଲେ ମଧ୍ୟ ଘରେ ଧନାଭାବ ଲାଗି ରହିଥିବ ।
ଅର୍ଥ ହିଁ ସବୁର ମୂଳର କାରଣ ହୋଇଥାଏ । ଯଦି ଆପଣ ଙ୍କ ପାଖରେ ଅର୍ଥ ଅଛି ତେବେ ସମସ୍ତେ ତମର ନିଜର ହୋଇଯିବେ । ଏହି ୩ ଟି କାମ କରନ୍ତୁ ଧନର ଅଭାବ ରହିବ ନାହିଁ ।ପ୍ରଥମ ରେ , ସକାଳ ସମୟରେ ବିଛଣା ଛାଡ଼ିବା ପରେନିଜ ର ଦୁଇଟି ପାପୁଲି କୁ ଦେଖନ୍ତୁ କାରଣ ଆପଣ ସକାଳୁ ହାତ ପାପୁଲିର ଦର୍ଶନ କଲେ ସେହି ପାପୁଲିରେ ଦେବୀ ମା ଙ୍କର ଆବାହନ ହୋଇଥାଏ ଏବଂ ଘରକୁ ଅର୍ଥ ଆସିଥାଏ ।
ଦ୍ୱିତୀୟ ରେ ଯେତେବେଳେ ଆପଣ ଶୋଇବା କୁ ଯାଉଛନ୍ତି ତେବେ ତା ପୂର୍ବରୁ ତଳେ ପାଦ ରଖି ବସୁଧା ମା ଙ୍କୁ ପ୍ରଣାମ କରି ଶୁଅନ୍ତୁ । ତୃତୀୟ ରେ ପ୍ରତ୍ୟେକ ମନୁଷ୍ୟ ପାଖରେ ଈଶ୍ଵର ବିଶ୍ଵାସ ରହିବା ନିହାତି ଆବଶ୍ୟକ ତେଣୁ ପ୍ରତିଦିନ ସକାଳୁ ଶିବ ମନ୍ଦିର ନିଶ୍ଚିତ ଯାଆନ୍ତୁ।ବନ୍ଧୁଗଣ ରବିବାର ଦିନ ରାତିରେ ଶୋଇବା ସମୟରେ ଏକ ଗ୍ଲାସ ପାଣିରେ ଅଳ୍ପ କ୍ଷୀର ମିଶାଇ ରଖି ଦିଅନ୍ତୁ ଏବଂ ଶୁଅନ୍ତୁ । ଏହି ଗ୍ଲାସ କୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ରଖିବା ଦ୍ଵାରା ରାତିରେ ଆପଣ ଶୋଇଥିବା ସମୟରେ ଯେପରି ସେହି ଗ୍ଲାସ ରେ ହାତ ବାଜି ତଳେ ପଡ଼ି ନଯାଉ ।
ସକାଳୁ ଉଠିବା ପରେ ଏହି ଗ୍ଲାସ ରେ ଥିବା କ୍ଷୀର କୁ ବବୁଲ ଗଛ ମୂଳରେ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ କେବେବି ଅର୍ଥର ଅଭାବ ହୋଇନଥାଏ । ବନ୍ଧୁଗଣ ଯଦି ଆପଣଙ୍କର କୌଣସି କାର୍ଯ୍ୟ ବହୁତ ଦିନରୁ ଅଟକି ରହିଛି ଏବଂ ପୂରଣ ହୋଇ ପାରୁ ନାହିଁ ତେବେ ଆପଣ ରବିବାର ଦିନ କଳା କୁକୁର କୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ କଳା ପକ୍ଷୀ କୁ ଦାନା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ ହୋଇଥାଏ ଏବଂ ଧନ ର ବୃଦ୍ଧି ହୋଇଥାଏ । ଏହା ସହିତ ରବିବାର ଦିନ ଘରେ ମୁଗ ଡାଲି ବନାଇବା ଦ୍ୱାରା ଭଗବାନ ଶନି ଦେବ ଙ୍କ କୃପାଦୃଷ୍ଟି ମଧ୍ୟ ଲାଭ ହୋଇଥାଏ ।