ତୁଳସୀ ଚଉରା ଏପରି ପୂଜା କଲେ ଘରକୁ ପ୍ରତିଦିନ ଧନ ଆସିଥାଏ।

tulsi

ତୁଳସୀ ଚଉରା ଏପରି ପୂଜା କଲେ ଘରକୁ ପ୍ରତିଦିନ ଧନ ଆସିଥାଏ। ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କୁ କହିବି ତୁଳସୀର କିଛି ଖାସ୍ ଚତ୍ମକାରି ପ୍ରୟୋଗ ବିସୟରେ ଯାହା କରିବା ଦ୍ୱାରା ଆପଣଙ୍କ ଜୀବନ ଧନ ସୁଖ ସମୂଦ୍ଧିରେ ଭରି ଯାଇଥାଏ ଏବଂ ସମସ୍ତ ପ୍ରକାର ର ସମସ୍ୟ ଦର ହୋଇଥାଏ । ବନ୍ଧୁଗଣ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ କିନ୍ତୁ ଅନେକ ଲୋକଙ୍କୁ ଏହାର ଚତ୍ମକାରି ଗୁଣ ବିସୟରେ ଜଣା ନଥାଏ ଯାହା ଦ୍ୱାରା ସେମାନେ ଏହା ଲାଭ ଉଠାଇ ପାରନ୍ତି ନାହିଁ ।କିନ୍ତୁ ଆଜି ଆମେ ଆପଣଙ୍କୁ ଅନେକ ଚତ୍ମକାରି ବିସୟରେ ଜଣାଇବି , ବନ୍ଧୁଗଣ ଅନେକ ଲୋକ ଭୁଲ କରିଥାନ୍ତି ଯେତେବେଳେ ତୁଳସୀ ଗଛଟିଏ ଲଗାଇ ଥାନ୍ତି କାରଣ ତାହାର ଦୀଗ ବିସୟରେ ଧ୍ୟାନ ଦେଇ ନଥାନ୍ତି ।

tulsi

ଅନେକ ଲୋକ ଭୁଲ ଦୀଗରେ ତୁଳସୀ ଗଛ ଲଗାଇ ଥାନ୍ତି ଯାହାର କାରଣରୁ ଗୃହରେ ଅଯଥା କଳହ ଏବଂ ଅସାନ୍ତି ଦେଖା ଦେଇଥାଏ ଏବଂ ଦୁଃଖ କଷ୍ଟ ଆସିଥାଏ ।ଏହା ସହିତ ଘରର ମୁଖିଆ ଙ୍କର ଆମଦାନି ଠପ ହୋଇଯାଇ ଥାଏ , ଚାକିରୀ ଏବଂ ବ୍ୟବସାୟରେ ସମସ୍ୟା ଆସିଥାଏ , ଧନ ଆସିବା ବନ୍ଦ ହୋଇ ଯାଇଥାଏ ଏହି ସବୁ ତଳସୀକୁ ଭୁଲ ଦୀଗରେ ରଖିବା ପଇଁ ହି ହୋଇଥାଏ । ବନ୍ଧୁଗଣ ତୁଳସୀ ଗଛ ସର୍ବଦା ପୂର୍ବ ଦିଗରେ ଉତ୍ତର ଦୀଗରେ କିମ୍ବା ଉତ୍ତର ପୂର୍ବ କୋଣରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏକିନ୍ତୁ ଭୁଲରେ ମଧ୍ୟ ପଶ୍ଚିମ କିମ୍ବା ଦକ୍ଷୀଣ ଦୀଗରେ ରଖିବା ଉଚିତ୍ ନୁହେଁ କାରଣ ଏହି ପଶ୍ଚିମ ଦୀଗ ଏବଂ ଦକ୍ଷୀଣ ଦୀଗରେ ତୁଳସୀ ଗଛ ରହିବା ଦ୍ୱାରା ଘରକୁ ନାକାର୍ତ୍ମକ ଉୃଜା ପ୍ରବେଶ କରିଥାଏ ଯାହାର ପ୍ରଭାବ ଘରର ସମସ୍ତ ଙ୍କ ସଦଶ୍ୟ ଉପରେ ନିଶ୍ଚୟ ପଡିଥାଏ ଯାହା ଦ୍ୱାରାକି ସମସ୍ତେ ଚିନ୍ତାରେ ରହୁନ୍ତି ଏବଂ ଗୃହ କଳହ ସୃଷ୍ଟି ହୋଇଥାଏ ଏଣୁ ଏଥି ପ୍ରତି ଧ୍ୟାନ ଦେବେକି ତୁଳସୀ ଗଛକୁ ଭୁଲ ଦୀଗରେ ରଖିବେ ନାହିଁ ।

Leave a Reply

Your email address will not be published. Required fields are marked *